• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ଭିଡିଓ କାହାଣୀ

ବିନା ବିଦ୍ୟୁତ୍ ସଂଯୋଗରେ ଚାଲୁଛି ମାଟି ଫ୍ରିଜ୍

No Comments
June 13, 2022
2 Mins read
60 Views

ଖୁସୀରେ ଜୀବନ ଜିଇଁବାକୁ କିଏ ବା ନ ଚାହେଁ । ଏଥିପାଇଁ ମଣିଷ ନୂଆନୂଆ ଆବିଷ୍କାର କରିଚାଲିଛି ଆଉ ଯାହା କ୍ରମଶଃ ଆମ ଅଭ୍ୟାସରେ ପରିଣତ ହେଇଗଲାଣି । ପୂର୍ବରୁ ମାଟିଘର ଓ ବିନା ବିଜୁଳିରେ ଚଳିଆସୁଥିବା ମଣିଷ କିନ୍ତିୁ ଏବେ ପକ୍କାଘର ଓ ବିଜୁଳି ବିନା ଚଳିବା ଅସମ୍ଭବ ଭଳି ମନେହେଉଚି । କିନ୍ତୁ ଏସବୁ ଭିତରେ ବଲାଙ୍ଗୀରର ମଧୁ ରଣା ଏମିତି ଏକ ଅଭିନବ ଆବିଷ୍କାର କରିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ । ନିଜ ପ୍ରଚେଷ୍ଟାରେ ସେ ଏମିତି ଏକ ଫ୍ରିଜ୍ ବନେଇଛନ୍ତି ଯାହା ଚାଲିବ ବିନା ଇଲେକ୍ଟ୍ରି ଓ ବିନା ମେଣ୍ଟାନାନ୍ସରେ ଏହା ପୁଣି ସମ୍ପର୍ଣ୍ଣଭାବେ ମାଟିରେ ପ୍ରସ୍ତୁତ । ଏଥିରେ ଆପଣ ଫଳ, ପନିପରିବା ଆଦିକୁ ବହୁଦିନ ପର୍ଯ୍ୟନ୍ତ ରଖିପାରିବେ ସତେଜ ।

ବଲାଙ୍ଗୀର ଜିଲ୍ଳା ଗେରଡ଼ା ଗାଁର ମଧୁ ରଣାଙ୍କର ଏଇ ନିଆରା ଆବିଷ୍କାର ତାଙ୍କୁ ଏବେ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ । କୌଳିକ ବୃତ୍ତିରେ ସେ କୁମ୍ଭାର ହୋଇଥିବାବେଳେ ସବୁେବେଳେ କିଛି ନୂଆ କରିଦେଖେଇବାର ନିଶା ଏବେ ତାଙ୍କୁ ଲୋକଲୋଚନକୁ ଆଣିଛି । ଫ୍ରିଜ୍ ପାଇଁ ସେ ମାଟି ଓ କିଛି ଉପଯୋଗୀ କେମିକାଲର ବ୍ୟବହାର କରନ୍ତି ଯାହା ଏହାକୁ ଥଣ୍ଡା ରଖିବାରେ ସାହାର୍ଯ୍ୟକରେ । ଏଥିରେ ରହୁଥିବା ପାଣି ପନିପରିବା ବା ଫଳ ଆଦିକୁ ଅତିକମ୍‌ରେ ୧୦ ଦିନ ପର୍ଯ୍ୟନ୍ତ ସତେଜ୍ ରଖିବାରେ ସାହାର୍ଯ୍ୟକରେ । ଫ୍ରିଜ୍ ବ୍ୟତୀତ ମାଟିରେ ତିଆରି ଫିଲଟର, ପ୍ରେସର କୁକର,ତାୱା,କଣ୍ଡେଇ ସହ ମାଟିର ଅନେକ ଅଭିନବ ବସ୍ତୁ ଗଢ଼ନ୍ତୁ ସେ ।

ଧାତୁରେ ତିଆରି ବାସନକୁଷନ ଓ ଇଲେକ୍ଟଟ୍ରେନିକ ଉତ୍ପାଦ ଯୁଗରେ ମାଟିର ଚାହିଦା କମିଛି ସତ କିନ୍ତୁ ଏବେବି ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ନିଜ ପରିବାରର ଭରଣପୋଷଣ ପାଇଁ ସମ୍ପୁର୍ଣ୍ଣଭାବେ ଏଇ କୁମ୍ଭାର ବୃତ୍ତି ଉପରେ ନିର୍ଭରଶୀଳ । ପିଲାଟି ଦିନରୁ ମାଟିକାମ କରୁଥିଲେ ବି ୨୦୧୩ ରୁ ଏହାକୁ ବ୍ୟବସାୟ ଭାବେ ବାଛିବାକୁ ମନସ୍ଥ କଲେ ମଧୁ ରଣା । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ କୌଷଳ ବିକାଶ କାର୍ଯ୍ୟକ୍ରମ ମାନଙ୍କରୁ ତାଲିମ୍ ପାଇ ସେ ଏମିତି ଅଭିନବ ମାଟିର ବସ୍ତୁ ସବୁ ତିଆରି କରିବା ଆରମ୍ଭ କଲେ ।

ଇଲେକ୍‌ଟ୍ରୋନିକ୍ ଫ୍ରିଜ୍ ଭଳି ମଧୁଙ୍କର ଏଇ ମାଟି ଫ୍ରିଜ୍ ଫଳ ଓ ପନିପରିବାକୁ ସତେଜ୍ ରଖେ । ଫ୍ରିଜ୍‌କୁ ତିଆରି କରିବାକୁ ତାଙ୍କୁ ଗୋଟେ ରୁ ଦୁଇଦିନ ଲାଗେ । ଏହାର ମୁଲ୍ୟମଧ୍ୟ ଖୁବ୍ କମ୍ , ଆକାର ଅନୁସାରେ ଏହାର ମୁଲ୍ୟମଧ୍ୟ ଅଲଗା ଅଲଗା ହୋଇଥାଏ । ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ ମେଳା ମହୋତ୍ସବ ମାନଙ୍କରେ ସେ ତାଙ୍କର ମାଟିର ତିଆରି ବସ୍ତୁ ଗୁଡ଼ିକୁ ବିକ୍ରୀପାଇଁ ଆଣିଥାନ୍ତି ।

“ଲୋକମାନେ ଯେତେବେଳେ ମୋ ମାଟିଫ୍ରିଜ୍ ଦେଖନ୍ତି ସେମାନେ ଆଶ୍ଚର୍ଯ୍ୟ ହେଇଯାଆନ୍ତି ଓ ମୋ କାମର ବେଶ୍ ପ୍ରସଂଶା ମଧ୍ୟ କରନ୍ତି ଯାହା ମୋତେ ଖୁବ୍ ଆତ୍ମସନ୍ତୋଷ ପ୍ରଦାନ କରେ”

ମାଟି ଉପକରଣ ଗୁଡ଼ିକ କ୍ରମଶଃ ଲୋପ ପାଉଥିବା ବେଳେ ମଧୁ ରଣାଙ୍କର ମାଟିରେ ତିଆରି ଏଇ ନୂଆ ଓ ଅଭିନବ ଆବିଷ୍କାର ସବୁ ଟେରାକୋଟା ଶିଳ୍ପକୁ ଆଗକୁ ବଢ଼ିବାରେ ବେଶ ସହାୟକ ହେବ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଓଡ଼ିଶା ଟସର ଶିଳ୍ପ ବିକାଶର ସଙ୍କଳ୍ପ ନେଇଛନ୍ତି କୁନୀ ଦେହୁରୀ

Next Post

କୃଷି ନବୀକରଣ କରୁଥିବା ଆଗ୍ରୋପ୍ରେନର୍ସ

You might also like
milkman
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

2 Mins read
December 31, 2021
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022
kuni-dehuri
ଭିଡିଓ କାହାଣୀ ସଶକ୍ତିକରଣ

ଓଡ଼ିଶା ଟସର ଶିଳ୍ପ ବିକାଶର ସଙ୍କଳ୍ପ ନେଇଛନ୍ତି କୁନୀ ଦେହୁରୀ

2 Mins read
May 30, 2022
A tribal girl Kuni Dehury proved her unmatched ski A tribal girl Kuni Dehury proved her unmatched skill as a silk reeler at the national level & revamped the life of 500 women through Silk.
A brilliant example of woman empowerment.
#MakeInIndia #ministryoftextiles #mankibaat #PMOIndia #naveen #skillIndia #silkdesign #OdishaSilk
Copy the link below
https://inspiringodisha.com/dreams-of-survival-through-silk/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights. 
 #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndia

https://inspiringodisha.com/an-effort-to-make-native.../
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚
We believe stories can be an effective tool of motivation. DM us to cover yours. We'll get you covered.
.
.
#narajpeacockvalley #lighthouse 
.
https://inspiringodisha.com/a-tradition-of-love-that.../
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.
A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸
#lighthouse
https://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies