• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଶକ୍ତିକରଣ

ଓଡ଼ିଶା ଟସର ଶିଳ୍ପ ବିକାଶର ସଙ୍କଳ୍ପ ନେଇଛନ୍ତି କୁନୀ ଦେହୁରୀ

No Comments
May 30, 2022
2 Mins read
474 Views

ମନରେ ବିଶ୍ୱାସ ଥିଲେ କଣ ବା ଅସମ୍ଭବ କହିଲେ । ପରିସ୍ଥିତି ଯେତେ ବି ପ୍ରତିକୂଳ ହେଉନା କାହିିଁକି, ଯଦି ଆପଣ ହାର ମାନି ନାହାନ୍ତି ତାହେଲେ ସଫଳତା ନିଶ୍ଚୟ ଆପଣଙ୍କ ପାଦ ଛୁଇଁବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲେ କୁନି ଦେହୁରୀ । ଖୁବ୍ କମ୍ ବୟସରୁ ନିଜ ବାପାଙ୍କୁ ହରେଇଲେ ସତ କିନ୍ତୁ ହାରିବାକୁ ଦେଲେନି ବାପାଙ୍କ ସ୍ୱପ୍ନକୁ, ଜଣେ ସଫଳ ଟସର ଚାସୀ ହେବାର ସ୍ୱପ୍ନକୁ ପୁରଣ କଲେସେ, ପୁଣି ନିଜ ସହ ୫୦୦ ରୁ ଅଧିକ ମହିଳାଙ୍କ ପାଇଁ ଖୋଲିଦେଲେ ରୋଜଗାରର ବାଟ । ଟସର ଶିଳ୍ପରେ ଯୋଗଦାନ ପାଇଁ ତାଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର ସହ ରାଜ୍ୟ ସରକାରଙ୍କ ପୁରସ୍କାର ।

ପୁରା ନା ତାଙ୍କର କୁମାରୀ କୁନି ଦେହୁରୀ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରଡ଼ାପାଳ ଗାଁର ବାସିନ୍ଦା ସେ । କ୍ୟାନସରରେ ପିଡ଼ିତ ବାପାଙ୍କ ଦେହାନ୍ତପରେ ନିଜ ଭଉଣିଘର ବାଘମୁଣ୍ଡାକୁ ଚାଲିଆସିଲେ ସେ । ସେତେବେଳେ ନବମ ଶ୍ରେଣୀରେ ପଢ଼ୁଥିବା କୁନ ିଦେହୁରୀ ବାପାଙ୍କ ସ୍ୱପ୍ନକୁ ପୁରଣ କରିବା ସହ ନିଜ ପରିବାରର ଭରଣପୋଷଣ ପାଇଁ ଟସରକୁ ନିଜ ଜୀବିକା କରିବାକୁ ମନସ୍ଥକଲେ । ସ୍କୁଲ ପାଠପଡ଼ାରେ ଡ଼ୋରି ଲାଗିଲା ସତ କିନ୍ତୁ ୨୦୦୪ରେ ଟସର ବିଷୟରେ ବେଙ୍ଗଲୋର ରେ ୬ ମାସର ତାଲିମ୍ ନେଲେ ଆଉ ଟ୍ରେନିଂରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ଫେରିଲେ, ଆଉ ସେବେଠାରୁ ପଛକୁ ଫେରି ଚାହିଁନାହାନ୍ତି ସେ ।

ଟ୍ରେନିଂରେ ଶିଖିଥିବା ଉନ୍ନତ ଜ୍ଞାନକୌଷଳକୁ ପ୍ରୟୋଗକରି ଗୁଣାତ୍ମକ ଟସର ଉତ୍ପାଦନରେ ଲାଗିପଡ଼ିଲେ ସେ । କୋକନ୍‌, ଟସର ରିଲିଂ,ଚରଖା ଆଦି ସାହାଯ୍ୟରେ ସର୍ବୋତ୍ତମ ସିଲ୍କ ଉତ୍ପାଦନ ସହ ବଜାରର ଚାହିଦା ଅନୁସାରେ ବିଭିନ୍ନ ଡ଼ିଜାଇନର କପଡ଼ା,ଶାଢ଼ୀ ଆଦି ପ୍ରସ୍ତୃତିରେ ଲାଗିପଡ଼ିଲେ । ନିଜେ ଆତ୍ମନିର୍ଭର ହେବା ସହ କୁନି ଆଖପାଖ ଅଂଚଳର ମହିଳାକୁ ଟସର ବିୟୟରେ ଟ୍ରେନିଂଦେଲେ ଓ ସେମାନଙ୍କୁ ଦେଖାଇଲେ ରୋଜଗାରର ବାଟ ।
“ଆପଣ ସମସ୍ତଙ୍କୁ ଭଲପାଇବା ଦେଇଚାଲନ୍ତୁ ଦେଖିବେ ଦିନ ଆସିବ ଆପଣଙ୍କୁ ସମସ୍ତେ ଭଲପାଇବେ” ବୋଲି କୁନି କୁହନ୍ତି ।

ହାତରେ ବୁଣା କପଡ଼ା ବିଶେଷକରି ଶାଢ଼ୀର ବଢ଼ୁଥିବା ଚାହିଦାକୁ ଆଖିଆଗରେ ରଖି ଓ କେନ୍ଦ୍ରସରକାରଙ୍କ ମେଡ଼୍ ଇନ୍ ଇଣ୍ଡିଆରେ ସାମିଲ ହେଇ କୁନି ଦେହୁରୀ କେଉଁଝରର ବାଘମୁଣ୍ଡା, ବାରିପଦା ଓ ସମ୍ବଲପୁରରେ ୩ ଗୋଟି ସିଲ୍କ ପାର୍କ ତିଆରି କରିଛନ୍ତି । ନିଜ ପ୍ରଚେଷ୍ଟାରେ ୫୦୦ ରୁ ଅଧିକ ଲୋକଙ୍କୁ କୁଶଳୀ କରିଛନ୍ତି କୁନି,ବିଶେଷକରି ଅନାଥ ପିଲା,ବିଧାବା ସ୍ତ୍ରୀଲୋକ,ଗରିବ ଶ୍ରେଣୀର ଲୋକ ଯେଉଁମାନେ ନିଜ ଜିବୀକା ପାଇଁ ସଙ୍ଘର୍ଷ କରନ୍ତି ଏମାନଙ୍କୁ ରୋଜଗାର ରାସ୍ତା ଦେଖାଇଛନ୍ତି କୁନି ଦେହୁରୀ ।

କୁନି କହନ୍ତି “ଟସର ପୋକକୁ ଦେଖିଲେ ମୋତେ ଭାରି ଖୁସୀଲାଗେ,ସେ ପୋକପାଇଁ ଆଜି ଆମେ ଜୀବିକା ପାଇଚୁ ଭଲ ଦି ପଇସା ରୋଜଗାର କରିପାରୁଛୁ” ।

ନିଜ ଗାଁକୁ ଟସର ଭିଲେଜ୍‌ରେ ପରିଣତ କରିବାର ସ୍ୱପ୍ନନେଇ ଆଗକୁ ବଢ଼ୁୁଥିବା କୁନିଦେହୁରୀଙ୍କୁ ଆମ ଟିମ୍ ତରଫରୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭକାମନା ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ପ୍ରତିଶ୍ରୁତିବଦ୍ଧ ପ୍ରଫେସର୍ ସୁଶାନ୍ତ

Next Post

ବିନା ବିଦ୍ୟୁତ୍ ସଂଯୋଗରେ ଚାଲୁଛି ମାଟି ଫ୍ରିଜ୍

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
"I remember how my father used to take my sister a "I remember how my father used to take my sister and me to the movie hall. So, my passion for film developed from an early age. I just want to suggest that keep your motivation the same and give 100% effort whether it's a 2-minute video or a 2-hour movie."Inspiring Talks, a new series in #inspiringodisha feeling excited to share with you all the person who gave his fullest to make this breakthrough odia movie #DAMaN, a super hit.Meet the dedicated co-director and writer of DAMaN, Vishal Mourya.Tap the link above to know about his inspiring journey.https://www.youtube.com/watch?v=BPqUk4LQzPE#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Ever heard of Hair donation? Harapriya Nayak, a s Ever heard of Hair donation? Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. She hopes for a day when just like blood donation, people would come forward for hair donation too.so, what motivated her to stand for cancer patients?#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachangehttps://inspiringodisha.com/gift-of-wigs-to-cancer-fighters/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies