• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

No Comments
September 12, 2022
2 Mins read
100 Views
harapriya-wig

ଆପଣମାନେ ନିଶ୍ଚୟ ଭଲ ଭାବରେ ଅବଗତ ଥିବେ ରକ୍ତ ଦାନ ,ଚକ୍ଷୁ ଦାନ, ଅଙ୍ଗ ଦାନ ବିଷୟରେ, କିନ୍ତୁ କେବେ ଶୁଣିଛନ୍ତି କି କେଶ ଦାନ ବିଷୟରେ ?! ଆଜ୍ଞା ହଁ କେଶ ଦାନ – ତା ପୁଣି ଗରିବ କ୍ୟାନ୍ସର ରୋଗୀମାନଙ୍କୁ ! ଏଇ କାମ କରି ଖୋର୍ଦ୍ଧା ଜିଲ୍ଲା, ଜଟଣୀ ବ୍ଲକ ଅନ୍ତର୍ଗତ ଛାଣଗଡ ଗାଁର ଜଣେ ସମାଜସେବୀ ହରପ୍ରିୟା ନାୟକ ଓ ତାଙ୍କ ଟିମ ଅବସାଦ ଗ୍ରସ୍ତ କ୍ୟାନ୍ସର ରୋଗୀଙ୍କୁ ବାଣ୍ଟିଛନ୍ତି କିଛି ନିଆରା ଖୁସି । ଏପରି ଉଦ୍ୟମର ନାମ ସେ ଦେଇଛନ୍ତି ‘ ମିସନ ସ୍ମାଇଲ ଫର କ୍ୟାନ୍ସର  ପେସେଣ୍ଟ’ ।

୨୦୧୫ ରେ ହରପ୍ରିୟାଙ୍କ ଉଦ୍ୟମରେ ଗଢି ଊଠିଥିଲା  ଶୋଭା ଟ୍ରଷ୍ଟ ନାମକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ।  ରକ୍ତଦାନ, ପ୍ଳାଜମାଦାନ, ନାରୀ ସଶକ୍ତିକରଣ, ନାରୀ ପରିଷ୍କାର ଓ ପରିଛନ୍ନତା, ବୃକ୍ଷରୋପଣ, କୋଭିଡ କାଳ ରେ ଖାଦ୍ୟ ବଣ୍ଟନ, ସ୍ଵଚ୍ଛ ଭାରତ ମିସନ ଆଦି ଅନେକ ସମାଜ ମଙ୍ଗଳ କାମରେ ସବୁବେଳେ ତତ୍ପର ହରିପ୍ରିୟାଙ୍କର ଏଇ ଶୋଭା ।

ଗତବର୍ଷ ଡିସେମ୍ବର ୨୦୨୧ ରେ ପ୍ରାରମ୍ଭ କରି ଥିଲେ । ତେବେ ୨୦୧୦ ରୁ ଲୋକ ଗରିବ ଏବଂ ପୀଡିତଙ୍କ ମଙ୍ଗଳ ପାଇଁ କମ କରୁଥିବା ହରପ୍ରିୟା ଯେବେ କେନ୍ସର ରୋଗୀଙ୍କ ପୀଡା ବିଷୟ ରେ ଜାଣିଳେ ସେ ତାଙ୍କ ସାହାଜ୍ଯ କରିବା ହେତୁ ମନୋସ୍ତ କଲେ। କେମୋଥେରାପି ଚିକିତ୍ସା ସମୟରେ କେଶ ଝଡିବା ସ୍ଵାଭାବିକ । କିନ୍ତୁ ଏଇ ସମସ୍ଯା ରୋଗୀଙ୍କ ଜୀବନର ଆତ୍ମବିଶ୍ଵାସ ଭାଙ୍ଗି ଦେଇ ଥାଏ । ଏଇ ସମସ୍ୟାର ନିବାରଣ ପାଇଁ ହରପ୍ରିୟା ପ୍ରଥମ ଥର ମଦତ ଚାରିଟେବଳ ଟ୍ରସ୍ଟ ସାହାଜ୍ଯ ପାଇ ନିଜ କେଶ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କେନ୍ସର ହୋସପିଟାଲ ର ଜଣେ ରୋଗୀଙ୍କୁ ଦାନ କରି ଥିଲୀ ।

“ମୁଁ ସଦବଲେ ଭାବେ ଯେ ଯଦି ମୁଁ ଆଜି କାହାର ସାହାଜ୍ଯ କରୁଛି, ତ ମୋ ଅସୁବିଧା ସମଯରେ ଭଗବାନ ମତେ ସାହାଯ୍ୟ କରିବେ । ମୋ ଦ୍ଵାରା ଦାନ କରା ଯାଇଥିବା ୱୀଗ ଫାଇଲ ପର ର ତାଙ୍କର ଆଖିର ଖୁସି ମତେ ଅତ୍ୟନ୍ତ ସନ୍ତୋଷ ଦେଇଥାଏ ।”

ସେ ପ୍ରଥମ ଦାନ ତାଙ୍କୁ ପ୍ରେରଣା ଦେଲା ଆଉ ଲୋକମାନଙ୍କୁ ତାଙ୍କ ଉଦ୍ୟମରେ ଯୋଗ ଦେବାକୁ । ସେ ଲୋକମାନଙ୍କୁ ବୁଝେଇଲେ କି ପରି ସେ ମାନେ ବି ନିଯ କେଶ ନ ଫିଙ୍ଗି, ତାଙ୍କୁ ଦାନ କରିବେ। ତାଙ୍କର ଯେ ଛୋଟିଆ ଦାନଟିଏ କି ପରି ଗାରିବା ପୀଡିତ କେନସାର ଯୋଦ୍ଧାଙ୍କ ଜୀବନରେ କିଛିଟା ପରିବର୍ତନ ଆଣି ପାରିବେ, ତାହା ବିଷୟରେ ଲୋକ ମାନଙ୍କୁ ଅବଗତ କଲେ। ଧୀରେ ଧୀରେ ଲୋକମାନେ ଆଗକୁ ବଢିକି ତାଙ୍କ ଉଦ୍ୟମ ରେ ଯୋଗ ଦେଲେ।  ଏବେ ସୁଧା ୧୨ ଜଣ ଡ଼ୋନାର୍ସ  ତାଙ୍କ ଶୋଭା ସଂସ୍ଥା ଦ୍ଵାରା କେନ୍ସର ରୋଗୀ ମାନଙ୍କ ଜୀବନରେ ଖୁଶି ଓ ଆତ୍ମବିଶ୍ଵାସ ଦୃଢ କରିପାରିଛନ୍ତି ।

“ଇଚ୍ଛୁକ ଡ଼ୋନାର୍ସ ମାନଠୁ ଆମେ କମଠୁ କମ ୧୨ ଇଞ୍ଚ କେଶ ନେଇ ୱୀଗ ମେକିଂଗ ସଂସ୍ଥାକୁ ଦେଇ ଦଉ। ତେବେ ଗରିବ କେନସର ରୋଗୀଙ୍କୁ ଇଛାନୁସାରେ ଆମେ ତାଙ୍କୁ ୱୀଗ ଯୋଗାଉ ।  ମୁଁ ଖୁସି ଯେ ମୋ ପରିବାର ମତେ ସବୁ ଉଦ୍ୟମରେ ପ୍ରେରଣା ଦଉଛନ୍ତି। ମୁ ଆଶା କରୁଛି ଗୋଟେ ଦିନ ପୁରା ଓଡିଶା ରେ ଆମର କେଶ ଦାନ ମିସନ ଲୋକ ମାନାଁକୁ ପ୍ରେରଣା ଦବ ଏବଂ ରକତଦାନ ପରି କେଶଦାନ ପାଇ ବ ଲୋକ ମାନେ ସଚେତନ ହେବେ ।”

ତାଙ୍କ ଏଇ ସବୁ କାମ ପାଇଁ ସେ ପାଇଞ୍ଚନ୍ତି ଯଥେଷ୍ଟ ଲୋକ ମାନଙ୍କ ଭଲ ପାଇବା ଏବଂ ସମ୍ମାନ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ହେନ୍ତାଳ ମାନବ ହେମନ୍ତ

Next Post

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

You might also like
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022

ଜୀବନର ସବୁ ବାଧା ବିଘ୍ନକୁ ଦୂର କରିବାରେ ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି ସାହସିକତା, ଜୀବନ ପ୍ରତି ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏବଂ ଅବିଶ୍ୱସନୀୟ କାର୍ଯ୍ୟ ତାଙ୍କୁ ଆଜି ଭାରତର ତିନି ଶ୍ରେଷ୍ଠ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ କରିପାରିଛି

meena-koraput0
ଅସାଧାରଣ ଭିଡିଓ କାହାଣୀ

ସେବା, ସାଧନା ଓ ସମର୍ପଣର ମୂର୍ତ୍ତି – ମୀନାରାଣୀ

3 Mins read
September 21, 2022

ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ବା ANM ଭାବରେ କୋରାପୁଟର ଦଶମନ୍ତପୁର ପରି ଦୁର୍ଗମ ଓ ଆଦିବାସୀବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସଚେତନତା, ସରକାରୀ ଯୋଜନାମାନଙ୍କର ସୂଚନା, ବିଭିନ୍ନ ରୋଗବୈରାଗର ଚିକିତ୍ସା ବାର୍ତ୍ତା ଓ ଔଷଧ ବିତରଣ କରୁଥିବା ମୀନାରାଣୀ ବେହେରା ଗ୍ରାମବାସୀଙ୍କ ପାଇଁ ହୋଇଛନ୍ତି ଆଶା ଭରଷା ଓ ଜିଣିଛନ୍ତି ସ୍ନେହ ଆତ୍ମୟୀତା

saviour-of-the-bahanaga-train-mishap-gobinda
ଅସାଧାରଣ

ବାହାନଗା ରେଳ ଦୁର୍ଘଟଣାପୀଡିତଙ୍କ ପୁନର୍ଜୀବନ ପାଇଁ ପ୍ରୟାସରେ ମଗ୍ନ ଗୋବିନ୍ଦ ବଲ୍ଲଭ

3 Mins read
August 5, 2023

“ସେ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ଥିଲା । ଆମର କିଛି ସ୍ୱେଚ୍ଛାସେବୀଙ୍କ ସହ ଯେତେବେଳେ ମୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲି ସେ ଦୁଃଖଦ ଦୃଶ୍ୟ ସତରେ ଶବ୍ଦରେ ବର୍ଣ୍ଣନା କରି ହେବନି। ପୀଡ଼ିତ ମାନଙ୍କରୟନ୍ତ୍ରଣା ଆଉ କରୁଣ ଚିତ୍କାର;କାହାର ଗୋଟିଏ ହାତ ଏଠାରେ ପଡିଛି ତ, ସେଠାରେ ଆଉ କାହାର ଗୋଡ଼;ଏପରିକି କାହାର କାହାର ଚେହେରା ବିକୃତ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ଭଗ୍ନାବଶେଷରୁ ସ୍ଥାନୀୟ ଲୋକେ କୌଣସି ଉପାୟରେ କିଛି ମୃତଦେହ ଉଦ୍ଧାର କରି ରଖିଥିଲେ। …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.
Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.
This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!
Stay tuned... Tap the link.

https://www.youtube.com/watch?v=_gUgr_dedKw

#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
"The Bloodman of Odisha" Dhirendra Thakur of Bhuba "The Bloodman of Odisha"
Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇

#DOANTEBLOODSAVELIFE 
https://inspiringodisha.com/blood-man-of-odisha/
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children.
.
.
If every one of us shares the same feeling as Benudhar, the mother earth can be saved from being BARREN...
#SAVETREESSAVELIFE #GREEENINITIATIVE #GREENEARTH

https://inspiringodisha.com/the-trees-are-giving-me-life/
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. 
His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.
#SarkanaCarpHatchery #AquacultureFieldSchool #ICAR #CIFA
#lighthouse
https://inspiringodisha.com/a-clerk-who-becomes-the.../
Ever heard of Hair donation? Harapriya Nayak, a s Ever heard of Hair donation? 
Harapriya Nayak, a social activist in the Jatni block of Khordha district, donates her hair to poor cancer patients. In the form of wigs, she gifts them to women cancer fighters who lost their hair and confidence as well during treatment. 
She hopes for a day when just like blood donation, people would come forward for hair donation too.
so, what motivated her to stand for cancer patients?
#Missionsmileoncancerpatient #SOPVA #harapriyanayak #PMNarendraModi #fightagainstcancer #ManKiBaat #liveforachange

https://inspiringodisha.com/gift-of-wigs-to-cancer-fighters/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies