• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆଓଡ଼ିଆ
    • EnglishEnglish
    • ଓଡ଼ିଆଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ଯୁବ ଉଦ୍ଯୋଗୀ ଦେଖାଉଛନ୍ତି ହ୍ଯାକିଂର ନୂଆ ଦୃଷ୍ଟିକୋଣ

No Comments
April 28, 2023
2 Mins read
33 Views
soumya-hacker

କିଛି ବର୍ଷ ହେଲା  ମାନବ ସମାଜର ଆବଶ୍ୟକତା  ଇଣ୍ଟରନେଟ ଉପରେ ନିର୍ଭରଶୀଳତାକୁ ବଢାଇଛି ଫଳରେ ହ୍ଯାକିଂର ଡର ମଧ୍ୟ ବଢିବାରେ ଲାଗିଛି । ଏହାର ଏକମାତ୍ର କାରଣ ହେଉଛି ହ୍ଯାକିଂ ଉପରେ କମ ଧାରଣା। କିନ୍ତୁ ଏହାର ସମାଧାନର ବାଟ ଖୋଜି ପାଇବାରେ ସଫଳ ହୋଇଛନ୍ତି ସୌମ୍ୟରଞ୍ଜନ ସାହୁ । ଆଉ ପ୍ରତିଷ୍ଠା କରିଛନ୍ତି ‘ସାଇବର ନଲେଜ’ ର । ଉଦେଶ୍ୟ ଲୋକଙ୍କୁ  ଏଥିକାଲ ହ୍ଯାକିଂ ଉପରେ ସବିଶେଷ ଧାରଣ ଦେବା । ଏବେ ସେ ଏଥିକଲ ହ୍ଯାକିଂ ଓ ସାଇବର ସିକୁରିଟି ବିଷୟରେ ରାଜ୍ୟ ସହ ଦେଶର ବିଭିନ୍ନ ପ୍ରାନ୍ତରେ ଶିକ୍ଷ୍ୟ। ପ୍ରଦାନ କରୁଛନ୍ତି ।

ସୌମ୍ୟଙ୍କ ‘’ସାଇବର ନଲେଜ‘’ ର ଯାତ୍ରା ଏତେ ସହଜ ନଥିଲା । କନ୍ଧମାଳ ଜିଲ୍ଲା  ଧୋବାତଟା ଆଦର୍ଶ ବିଦ୍ୟାଳୟର  ଦ୍ଵାଦଶ ଶ୍ରେଣୀର ଛାତ୍ର ହେଉଛନ୍ତି ସୌମ୍ୟରଞ୍ଜନ । ପିଲାଟି ବେଳୁ ଏଥିକାଲ ହ୍ଯାକିଂ ପ୍ରତି ତାଙ୍କର ଥିଲା ଆହେତୁକ ଦୁର୍ବଳତା । କିନ୍ତୁ ଘରର ଆର୍ଥିକ ପରିସ୍ଥିତିଏଥିକାଲ କୋର୍ସ ପାଇଁ ବାଧକ ସାଜୁଥିଲା । ବାପା ମାଙ୍କ ବାରଣ ସତ୍ବେ ମନ ବୁଝୁନଥିଲା ତାଙ୍କର । ଶେଷରେ ଜମା କରିଥିବା ପକେଟ ମନି ସହାୟତାରେ ସେ ୨୦୧୨ ମସିହାରୁ ଏଥିକାଲ ହ୍ଯାକିଂର ଯାତ୍ରା ଆରମ୍ଭ କଲେ ଓ ଅନଲାଇନରେ ସାର୍ଟିଫିକେଟ ଏଥିକାଲ ହ୍ଯାକିଂର (CHE) କୋର୍ସ କଲେ । ଧୀରେ ଧୀରେ ଏଥିକାଲ ହ୍ଯାକିଂ ବିଷୟରେ ଅଧିକ  ଜାଣିବାକୁ ଯାଇ CHE, VAPT, CISE, CHFT ଆଦି ଅନେକ କୋର୍ସ ସେ ପରବର୍ତୀ ସମୟରେ କରିଛନ୍ତି । 

କୋର୍ସ କରିବା ସମୟରେ ସେ ବିଭିନ୍ନ ସଂସ୍ଥା ମାନଙ୍କର (ଲୋକେସନ ଟ୍ରାକିଂ ,ଅଣ୍ଡ୍ରୋଇଡ ହ୍ଯାକିଂ)  ଛୋଟ-ଛୋଟ ପ୍ରୋଜେକ୍ଟରେ କାମ କରୁଥିଲେ । ସେହି ସମୟରେ ଜଣେ ହ୍ଯାକର ଲିବେରିଆନ ଫାଇନାନ୍ସ  ମିନିଷ୍ଟ୍ରୀର ୱେବସାଇଟକୁ ହ୍ଯାକ କରିଥିଲେ ଏବଂ ସୌମ୍ୟ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହା ତାଙ୍କୁ ଆଣିଦେଇ ଥିଲା ଜାତୀୟ ଓ ଅନ୍ତର୍ଜାତୀୟ ଖ୍ଯାତି। ଏହାପରେ ସୌମ୍ୟଙ୍କୁ ଲିବେରିଆନ ସରକାରଙ୍କ ତରଫରୁ US $30,000 ଏବଂ ଗୋଟେ ଭଲ ଚାକିରି ର ପ୍ରସ୍ତାବ ବି ମିଳିଥିଲା । କିନ୍ତୁ ସୌମ୍ୟ ନିଜ ଦେଶ ପାଇଁ କିଛି କରିବା ଉଦେଶ୍ୟରେ ଚାକିରିକୁ ପତ୍ୟାଖାନ କଲେ ।

ପୁଅର ସଫଳତା ଦେଖି ବାପା ହେମନ୍ତ ସାହୁ ଏବଂ ମାଁ ସଞ୍ଜୁକ୍ତା ସାହୁ ବେଶ ଖୁସି ହେଲେ। କିନ୍ତୁ ସୌମ୍ୟଙ୍କ ମନରେ ନିଜ ଦେଶ ପାଇଁ ଗୋଇନ୍ଦା (ଆଇ.ବି) ଅଫିସର ହୋଇକାମ କରିବାର ଇଛାଥିଲା ସେଥିପାଇଁ “ଫୋରେଂସିକ ଟେଷ୍ଟିଙ୍ଗ ଓ  ଇନଭେସ୍ଟିଗେଶନ”କୋର୍ସ କରିବା ପାଇଁ ମନସ୍ତ କଲେ । ହେଲେ ସେ ଭାବୁଥିଲେ ଯେପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସାଇବର  ସଚେତନତା ଜାଗ୍ରତ ହେବନି ସେ ପର୍ଯ୍ୟନ୍ତ ସାଇବର କ୍ରାଇମର ହାର କମିବ ନାହିଁ । ସେଥିପାଇଁ ସେ ୨୦୧୭ ରେ ଗୋଟେ ପୋର୍ଟାଲ ତିଆରି କଲେ ଯାହାର ନାମ ଥିଲା ‘ସାଇବର ନଲେଜ’ । ଏହି ପୋର୍ଟାଲ ର ମୁଖ୍ୟ ଉଦେଶ୍ୟ ହ୍ଯାକିଂ ଓ ସାଇବର ସିକୁରୁଟି ଉପରେ ଲୋକମାନଙ୍କୁ ଶିକ୍ଷା ପ୍ରଦାନ କରିବା । ୨୦ ଜଣିଆ ଟିମ ବିଶିଷ୍ଟ ଏହି ପୋର୍ଟାଲ ଆଜି ପର୍ଯ୍ୟନ୍ତ ୧୫ ,୦୦୦  ଲୋକଙ୍କୁ ସାଇବର ଜ୍ଞାନ ମାଧ୍ୟମରେ ଶସକ୍ତ କରିଛି । 

ଏହି ପୋର୍ଟାଲ ପିଲା ମାନଙ୍କୁ ସାଇବର ବିଷୟରେ ସକ୍ଷମ କରିବା ସହ ମାଗଣାରେ କ୍ଯାରିୟର କାଉସିଲିଙ୍ଗ କରି ଭଲ କମ୍ପାନୀରେ ଚାକିରି ପାଇଁ ଟ୍ରେନିଂ ଦେଉଛି । ସୌମ୍ୟ ପିଲା ମାନଙ୍କୁ ନିଜ ପୋର୍ଟାଲରେ ମଧ୍ୟ ଚାକିରି ଦେଉଛନ୍ତି । ତା’ସହ  ପୋର୍ଟାଲ ମାଧ୍ୟମରେ ଲୋକମାନେ ନିଜର ଫୋନ, ଲ୍ଯାପଟପ ଓ କମ୍ପୁଟର ଆଦିର ସାଇବର ସିକ୍ଯୁରିଟୀ ହ୍ଯାକିଂ ହେଉଛି କି ନାହିଁ ତାହା ଜାଣିପାରିବେ ଏବଂ ସୋସିଆଲ ମିଡିଆ ପ୍ଲ୍ଯାଟଫର୍ମକୁ ନିରାପଦ ରଖିପାରିବେ । 

ସୋମ୍ୟଙ୍କୁ  ସାଇବର କ୍ରାଇମ ଇନଭେଷ୍ଟିକ ଫିଲ୍ଡ  ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନେକ ମଞ୍ଚରେ ପୁରସ୍କୃତ କରାଯାଇଛି । ଜଣେ ପ୍ରତିଭାଶାଳି ଉଦ୍ଯୋଗୀ ଭାବେ ସୌମ୍ୟ ନିଜେ ପ୍ରତିଷ୍ଠା ଅର୍ଜନ କରିବା ସହ ତାଙ୍କ କମ୍ପାନୀ ମଧ୍ୟ ୬୦ ପ୍ରତିଶତ ଅଭିବୃଦ୍ଧି ସହ ଚାଖିଛି ସଫଳତାର ସ୍ଵାଦ ।

ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସୋମ୍ୟ ନିଜେ ସଫଳ ହେବା  ସହ ବିତରଣ କରୁଛନ୍ତି ସଫଳତାର ମନ୍ତ୍ର । 

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଦିବ୍ୟାଙ୍ଗ ଝିଅ ନୁଆରୀଙ୍କ ଜୀବନ ପାଲଟିଛି ଅନ୍ୟମାନଙ୍କ ପାଇଁ ଉଦାହରଣ

Next Post

ପଶୁ ପକ୍ଷୀଙ୍କ ପ୍ରେମ ରେ ନିଆରା ମଣିଷ ରାଜନ ଦାସ

You might also like
soundarya-blind-chess-player
ଅସାଧାରଣ

ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି

3 Mins read
October 29, 2022

ଜୀବନର ସବୁ ବାଧା ବିଘ୍ନକୁ ଦୂର କରିବାରେ ଦୃଷ୍ଟିଶକ୍ତି ଠୁ ଶକ୍ତିଶାଳୀ ସୌନ୍ଦର୍ଯ୍ଯଙ୍କ ଇଛାଶକ୍ତି ସାହସିକତା, ଜୀବନ ପ୍ରତି ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏବଂ ଅବିଶ୍ୱସନୀୟ କାର୍ଯ୍ୟ ତାଙ୍କୁ ଆଜି ଭାରତର ତିନି ଶ୍ରେଷ୍ଠ ଦୃଷ୍ଟିହୀନ ଚେସ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ କରିପାରିଛି

harapriya-wig
ଅସାଧାରଣ

ମିସନ ସ୍ମାଇଲ ଫର କ୍ୟାନ୍ସର ପେସେଣ୍ଟ

2 Mins read
September 12, 2022

କେଶ ଦାନ କାମ କରି ଖୋର୍ଦ୍ଧା ଜିଲ୍ଲା, ଜଟଣୀ ବ୍ଲକ ଅନ୍ତର୍ଗତ ଛାଣଗଡ ଗାଁର ଜଣେ ସମାଜସେବୀ ହରପ୍ରିୟା ନାୟକ ଓ ତାଙ୍କ ଟିମ ଅବସାଦ ଗ୍ରସ୍ତ କ୍ୟାନ୍ସର ରୋଗୀଙ୍କୁ ବାଣ୍ଟିଛନ୍ତି କିଛି ନିଆରା ଖୁସି ।

pankaj-tarai-saviour
ଅସାଧାରଣ

ଦେବଦୂତ ପାଲଟିଛନ୍ତି ଡ୍ରାଇଭର୍‌ ଭାଇ

2 Mins read
December 28, 2021

ଗତ 16 ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ 400 ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ୩୮ ବର୍ଷୀୟ ପଙ୍କଜ ସ୍ବାର୍ଥ ନ ଥିଲେ ଆଜିର ଦୁନିଆରେ କେହି କାହାକୁ ଖୋଜୁନାହାନ୍ତି। ବର୍ତ୍ତମାନର ପିଢ଼ି ଏ ସମ୍ପର୍କର ମୂଲ୍ୟବୋଧକୁ ଏକରକମ ପାଶୋରି ଗଲାଣି। ଜ୍ଞାତି, ପରିଜନଙ୍କୁ ଅସୁବିଧାରେ ସାହାଯ୍ୟ କରିବା ପୂର୍ବରୁ ଆମକୁ ଭାବିବାକୁ ପଡ଼ୁଛି। ଏପରି ସ୍ଥିତିରେ ଅଜଣା ଲୋକଟେ ପାଇଁ  ଦରଦ ଆସିବ କିପରି । ଏକବିଂଶ ଶତାବ୍ଦୀର ସ୍ମାର୍ଟ ଯୁଗର ବଡ଼ବଡ଼ିଆଙ୍କ ପାଇଁ …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.
Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.
This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!
Stay tuned... Tap the link.

https://www.youtube.com/watch?v=_gUgr_dedKw

#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../

Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.

Know about his story of lone dedication and perseverance by clicking on the link above.
Change is coming! People are getting aware of the Change is coming! People are getting aware of the negative impact of deforestation and the importance of mangroves in the coastal region.
A small group of people from the Kendrapada district of Odisha have donated their registered land willingly to the forest department for the mangrove plantation.
Be it Dilip, Satyabrat or any other, the names on the list are going up day by day. So, to acknowledge their unique work to save the Hental range the Bhitarkanika forest officials call such people ‘Mangrove Mitra’.
 CMO Odisha Bikram Keshari Arukha PMO India
#Mankibaatpmmodi #SaveHentalMangroves #Odishaforestdepartment
#Bhitarkanikawildlifesanctury #DFOBhitarkanika
https://inspiringodisha.com/friends-of-mangrove-offer.../
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.

https://inspiringodisha.com/last-comrade-of-unclaimed-souls/
https://youtu.be/pluVEMNlcP4 Very few people leave https://youtu.be/pluVEMNlcP4
Very few people leave their luxurious life to stand for the cause of people in the backward areas of Koraput withstanding all pain and challenges. As an ANM, Meenarani Behera fights to ensure better health facilities for tribal people and keep them healthy and happy.
click the link to know more about her:
#NHM #ministryofhealth #UNICEF #CMOOdisha #DharmendraPradhan #ANM #NarendraModi #PMOIndia #Koraput
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.
A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸
#lighthouse
https://inspiringodisha.com/tike-khusi-the-gift-of-joy/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies