• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ

ପଶୁ ପକ୍ଷୀଙ୍କ ପ୍ରେମ ରେ ନିଆରା ମଣିଷ ରାଜନ ଦାସ

2 Comments
May 21, 2023
1 Min read
388 Views

ଉତ୍କଳ ବିଶ୍ଵ ବିଦ୍ୟାଳୟ ବାଣୀବିହାର ପରିସରରେ ସେ ପରିଚିତ ରାଜୁ ମଉସା ନାମରେ । ଆଜୀବନ ପଶୁ ପକ୍ଷୀଙ୍କ ପ୍ରେମରେ ମଗ୍ନ ନିଆରା ଭାବୁକ ମଣିଷ ଟିଏ – ରାଜନ ଦାସ । ନବମ ଶ୍ରେଣୀ ଯାଏଁ ପାଠ ପଢିଥିବା ରାଜୁ ମଉସାଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲାର କମଳାଙ୍ଗ ଗ୍ରାମରେ । 1977 ମସିହାରେ ପେଟପାଟଣା ପାଇଁ ଘର ଛାଡି ଚାଲି ଆସନ୍ତି ସେ ରାଜଧାନୀ ଭୁବନେଶ୍ବରକୁ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ରେ 1981 ମସିହାରେ ହଷ୍ଟେଲ ନମ୍ବର 4 ରେ କ୍ୟାରଟେକର ରୂପେ ନିଯୁକ୍ତି ପାଆନ୍ତି । ଆଉ ସେବେ ଠାରୁ ନିଜ ସ୍ୱଳ୍ପ ଦରମାରୁ କିଛି ପଇସା ସଞ୍ଚି ସେ ଗତ 30 ବର୍ଷ ହେଲା ପଶୁପକ୍ଷୀ ମାନଙ୍କର ସେବା କରିଆସୁଛନ୍ତି । ନିଜ କାମରୁ ଫୁରୁସତ ପାଇବା ମାତ୍ରେ ବାଣୀବିହାର ପରିସର ସମେତ ଭୁବନେଶ୍ୱର ସାରା ବୁଲି ବୁଲି ବେସାହାରା ଷଣ୍ଢ, ଗାଈ, ବୁଲା କୁକୁର, ପାରା ଆଦି ବିଭିନ୍ନ ପଶୁପକ୍ଷୀମାନଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇବା ତାଙ୍କର ନୀତିଦିନିଆ କାମ । ସେ ଖରା ହେଉ କି ବର୍ଷା ଅବା ଶୀତ ପଶୁପକ୍ଷୀମାନଙ୍କ ସେବା କରିବାପାଇଁ ନିଜର ସୁବିଧା ଅସୁବିଧାକୁ ଭୃକ୍ଷେପ ନକରି ସବୁ ସମୟରେ ହାଜର ହୋଇଯାଆନ୍ତି ରାଜୁ ମଉସା ।

“ପିଲାଟି ଦିନରୁ ମୋ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ବୁଲା ପଶୁପକ୍ଷୀଙ୍କ ପାଇଁ ଏଇ ଅନୁରାଗ ମୋର। ଆଉ ଏବେ ମୋ ଦ୍ଵାରା ଅନୁପ୍ରାଣିତ ହୋଇ ମୋ ଏଇ ପଶୁପକ୍ଷୀଙ୍କ ସେବା କାମରେ ମୋର ସ୍ତ୍ରୀ, ପୁଅ, ପରିବାରର ସମସ୍ତେ ନିଜ ନିଜ ଫୁରୁସତ ସମୟରେ ସାହାଯ୍ୟ କରୁଛନ୍ତି । ଏ ମୋର ବହୁତ ବଡ ଖୁସି । ବେସାହାରା ପଶୁପକ୍ଷୀମାନଙ୍କୁ ଗଣ୍ଡେ ଖାଇବାକୁ ଦେବା ପାଇଁ, ସେମାନଙ୍କର ସେବା କରିବା ପାଇଁ ସମସ୍ତଙ୍କୁ ମୁଁ ନିବେଦନ କରୁଛି । ଏପରି ସେବାରେ ମିଳିଥାଏ ଗଭୀର ଆତ୍ମତୃପ୍ତି ।“ 

ଜୀବେ ଦୟାର ମନ୍ତ୍ରରେ ଦୀକ୍ଷିତ ରାଜୁ ମଉସାଙ୍କ ଉଦ୍ୟମକୁ ଆମର ଅନେକ ସାଧୁବାଦ !!

Shares
2 Comments
  1. Dr Minati Panda

    May 23, 2023 7:53 am

    Very appreciative.we all are a part of God’s creation.

    Reply
  2. Puspasree Debi

    May 23, 2023 8:41 am

    My humble regards to this human being for his kindness towards voiceless animals. From ages humans practice co-existence with animals and birds. This is perhaps law of nature and can not avoid it. Raju Bhai has shown us the path for becoming kind and accepting co-existence with animals even in urban areas. I salute him. Thanks to the team for this lovely documentary that spreads the message of kindness and co-existence. ❤

    Reply
Leave a Reply Cancel reply

Your email address will not be published. Required fields are marked *

Previous Post

ଯୁବ ଉଦ୍ଯୋଗୀ ଦେଖାଉଛନ୍ତି ହ୍ଯାକିଂର ନୂଆ ଦୃଷ୍ଟିକୋଣ

Next Post

ନିଶାମୁକ୍ତ ସମାଜ ପାଇଁ ସଂକଳ୍ପ 

You might also like
muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

Guardian of endangered Blackbucks
ଭିଡିଓ କାହାଣୀ ସଂରକ୍ଷଣ

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

2 Mins read
January 11, 2024

Amulya Upadhyay works tirelessly for the protection of Blackbucks in the Balipadar-Bhetnoi and nearby regions of Ganjam District

'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Amrita Das left her job at Thomson Reuters Corpora Amrita Das left her job at Thomson Reuters Corporation in Banglore to address the issues of plastic pollution in nearby parameters. While finding the solution to it, she came to Odisha, became a social entrepreneur, and is now the owner of Odissi Earth. She is sharing the portion of Odia tradition, culture, and pristine forest resources of Odisha through her body care products. Her endeavour is aiding at least 25 individuals and many other tribal farmers to become more aware, trained, and self-reliant human beings.#inspiringOdisha #odissiearth #odiamaati #changemaker #startupbusiness #Ecoodisha #OdishabiodiversityCopy the link to know more:https://inspiringodisha.com/empowering-lives-through-sustainable-path/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies