• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

କୃଷି ମାଧ୍ୟମରେ ଚାଷୀଭାଇମାନଙ୍କୁ ଜୀବନ ଜୀବିକାର ବାଟ ଦେଖାଇଛନ୍ତି ଗୋବିନ୍ଦ

No Comments
July 16, 2022
1 Min read
430 Views
Untitled-1

ପେଶା ତାଙ୍କର ସାମ୍ବାଦିକତା, ନିଜ ଅଂଚଳର ଖବର ସଂଗ୍ରହ କରି ସ୍ଥାନୀୟ ଖବର କାଗଜରେ ଦେବା ତାଙ୍କର ନିତିଦିନିଆ କାମ ହେଲେ ନିଶା ବେଶ ଅଲଗା ଆଉ ତାଙ୍କର ଏ ନିଶା ଅନେକଙ୍କ ପାଇଁ ଖୋଲି ଦେଇଛି ରୋଜଗାର ବାଟ । ସ୍ଥାନୀୟ ଅଂଚଳରେ ଗୋବିନ୍ଦ ଭାଇ ଭାବେ ପରିଚିତ ୬୧ ବର୍ଷୀୟ ଏ ବ୍ୟକ୍ତିଙ୍କର ପୁରା ନାମ ହେଉଛି ଗୋବିନ୍ଦ ରାଜୁ ସୁବୁଦ୍ଧି, ଗାଁ ନାରାୟଣପାଟଣା, ଜିଲ୍ଲା କୋରାପୁଟ ।

ଖବର ସଂଗ୍ରହ କରିବା ବେଳେ ନିଜ ଅଂଚଳର ଚାଷୀ ମାନଙ୍କୁ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଯିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ସେ ଭାବିଲେ ଯଦି ଆମ ମାଟିର ପୁଅ ଯଦି ଏଇଠି ରହି ଭଲ ଦି ପଇସା ରୋଜଗାର କରିପାରିବ ତାହେଲେ ୟାଠୁ ଭଲ ଆଉ କିଛି ହୋଇ ନପାରେ । ତେଣୁ ପିଲା ଦିନରୁ କୃଷି ଓ ଚାଷବାସରେ ରୁଚି ରଖୁଥିବା ଗୋବିନ୍ଦ ନିଜର ୭ ଏକର ଜମିରେ ଚାଷକାର୍ଯ୍ୟ ଆରମ୍ଭ କରି ଅନେକଙ୍କୁ ଦେଲେ ନିଯୁକ୍ତି ।

“୩୦ ବର୍ଷହେଲା ମୁଁ ଚାଷବାଷ କରି ଆସୁଛି କିନ୍ତୁ ଏହାର ଆରମ୍ଭ ଏତେ ସହଜ ନଥିଲା, କାରଣ ଆମର ପାହାଡ଼ିଆ ବିଲରେ ଚାଷ କରିବା ଏତେଟୋ ସହଜ ନଥିଲା , ହେଲେ ମୁଁ ହାର ନମାନି ଆଗକୁ ବଢ଼ିଛି ସଫଳତା ପାଇଛି ଆଉ ନିଜ ସହ ୧୦ ଟି ପରିବାରକୁ ରୋଜଗାର ଦେଇପାରୁଛି ଯାହା ମୋ ପାଇଁ ବେଶ ସନ୍ତୋଷଜନକ ।”

କୁହନ୍ତି ଗୋବିନ୍ଦ

ଅନେକ ଯୁବ ଚାଷୀଙ୍କ ପାଇଁ ଆଦର୍ଶ ପାଲଟିଥିବା ଗୋବିନ୍ଦ ଚାଷବାସରେ ରସାୟନିକ ସାରର ପ୍ରୟୋଗ ନକରି ଜୌବିକ ଖତ ଉପରେ ନିର୍ଭର କରନ୍ତି ଯାହାକୁ ସେ ନିଜେ ପ୍ରସ୍ତୁତକରି ଚାଷବିଲରେ ପ୍ରୟୋଗ କରନ୍ତି । ପର୍ଯ୍ୟାପ୍ତ ଭାବେ କଳଦି ବାଷ ସହ ସେ ବାଇଗଣ, ଭେଣ୍ଡି ,କଲରା ଆଦି ଚାଷକରି ସେ ପ୍ରତି ରୁତୁରେ ୨ ଲକ୍ଷରୁ ଅଧିକ ରୋଜଗାର କରିବା ସହ ଅନେକଙ୍କୁ ଦେଇପାରୁଛନ୍ତି ରୋଜଗାର ।

“ମୋ ବିଲରେ କାମ କରୁଥିବା କୃଷକମାନେ ମୋ ପରିବାରର ସଦସ୍ୟଙ୍କ ଭଳି ତାଙ୍କ ବିନା ମୋତେ ସଫଳତା ମିଳିବା ସମ୍ଭବ ନଥଲା” – ବୋଲି ଗୋବିନ୍ଦ କୁହନ୍ତି ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁକୁ ବାଣ୍ଟୁଛନ୍ତି ଅମୃତା

Next Post

ଏକ ଟଙ୍କାରେ ମିଳୁଛି ଉତ୍ତମ ସ୍ୱାସ୍ଥ୍ୟସେବା

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies