• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ସଶକ୍ତିକରଣ

କୃଷି ମାଧ୍ୟମରେ ଚାଷୀଭାଇମାନଙ୍କୁ ଜୀବନ ଜୀବିକାର ବାଟ ଦେଖାଇଛନ୍ତି ଗୋବିନ୍ଦ

No Comments
July 16, 2022
1 Min read
416 Views
Untitled-1

ପେଶା ତାଙ୍କର ସାମ୍ବାଦିକତା, ନିଜ ଅଂଚଳର ଖବର ସଂଗ୍ରହ କରି ସ୍ଥାନୀୟ ଖବର କାଗଜରେ ଦେବା ତାଙ୍କର ନିତିଦିନିଆ କାମ ହେଲେ ନିଶା ବେଶ ଅଲଗା ଆଉ ତାଙ୍କର ଏ ନିଶା ଅନେକଙ୍କ ପାଇଁ ଖୋଲି ଦେଇଛି ରୋଜଗାର ବାଟ । ସ୍ଥାନୀୟ ଅଂଚଳରେ ଗୋବିନ୍ଦ ଭାଇ ଭାବେ ପରିଚିତ ୬୧ ବର୍ଷୀୟ ଏ ବ୍ୟକ୍ତିଙ୍କର ପୁରା ନାମ ହେଉଛି ଗୋବିନ୍ଦ ରାଜୁ ସୁବୁଦ୍ଧି, ଗାଁ ନାରାୟଣପାଟଣା, ଜିଲ୍ଲା କୋରାପୁଟ ।

ଖବର ସଂଗ୍ରହ କରିବା ବେଳେ ନିଜ ଅଂଚଳର ଚାଷୀ ମାନଙ୍କୁ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଯିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ସେ ଭାବିଲେ ଯଦି ଆମ ମାଟିର ପୁଅ ଯଦି ଏଇଠି ରହି ଭଲ ଦି ପଇସା ରୋଜଗାର କରିପାରିବ ତାହେଲେ ୟାଠୁ ଭଲ ଆଉ କିଛି ହୋଇ ନପାରେ । ତେଣୁ ପିଲା ଦିନରୁ କୃଷି ଓ ଚାଷବାସରେ ରୁଚି ରଖୁଥିବା ଗୋବିନ୍ଦ ନିଜର ୭ ଏକର ଜମିରେ ଚାଷକାର୍ଯ୍ୟ ଆରମ୍ଭ କରି ଅନେକଙ୍କୁ ଦେଲେ ନିଯୁକ୍ତି ।

“୩୦ ବର୍ଷହେଲା ମୁଁ ଚାଷବାଷ କରି ଆସୁଛି କିନ୍ତୁ ଏହାର ଆରମ୍ଭ ଏତେ ସହଜ ନଥିଲା, କାରଣ ଆମର ପାହାଡ଼ିଆ ବିଲରେ ଚାଷ କରିବା ଏତେଟୋ ସହଜ ନଥିଲା , ହେଲେ ମୁଁ ହାର ନମାନି ଆଗକୁ ବଢ଼ିଛି ସଫଳତା ପାଇଛି ଆଉ ନିଜ ସହ ୧୦ ଟି ପରିବାରକୁ ରୋଜଗାର ଦେଇପାରୁଛି ଯାହା ମୋ ପାଇଁ ବେଶ ସନ୍ତୋଷଜନକ ।”

କୁହନ୍ତି ଗୋବିନ୍ଦ

ଅନେକ ଯୁବ ଚାଷୀଙ୍କ ପାଇଁ ଆଦର୍ଶ ପାଲଟିଥିବା ଗୋବିନ୍ଦ ଚାଷବାସରେ ରସାୟନିକ ସାରର ପ୍ରୟୋଗ ନକରି ଜୌବିକ ଖତ ଉପରେ ନିର୍ଭର କରନ୍ତି ଯାହାକୁ ସେ ନିଜେ ପ୍ରସ୍ତୁତକରି ଚାଷବିଲରେ ପ୍ରୟୋଗ କରନ୍ତି । ପର୍ଯ୍ୟାପ୍ତ ଭାବେ କଳଦି ବାଷ ସହ ସେ ବାଇଗଣ, ଭେଣ୍ଡି ,କଲରା ଆଦି ଚାଷକରି ସେ ପ୍ରତି ରୁତୁରେ ୨ ଲକ୍ଷରୁ ଅଧିକ ରୋଜଗାର କରିବା ସହ ଅନେକଙ୍କୁ ଦେଇପାରୁଛନ୍ତି ରୋଜଗାର ।

“ମୋ ବିଲରେ କାମ କରୁଥିବା କୃଷକମାନେ ମୋ ପରିବାରର ସଦସ୍ୟଙ୍କ ଭଳି ତାଙ୍କ ବିନା ମୋତେ ସଫଳତା ମିଳିବା ସମ୍ଭବ ନଥଲା” – ବୋଲି ଗୋବିନ୍ଦ କୁହନ୍ତି ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଓଡିଶାର ପରିବେଶ ଓ ପ୍ରକୃତିର କିଛି ଅମୃତବିନ୍ଦୁକୁ ବାଣ୍ଟୁଛନ୍ତି ଅମୃତା

Next Post

ଏକ ଟଙ୍କାରେ ମିଳୁଛି ଉତ୍ତମ ସ୍ୱାସ୍ଥ୍ୟସେବା

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Seema-Mishra
ସଶକ୍ତିକରଣ

ସମନ୍ଵିତ କୃଷି ମାଧ୍ୟମରେ ଜୀବନ ଜୀବିକାର ପଥ ପ୍ରଦର୍ଶିକା 

4 Mins read
January 18, 2024

ଜଳ, ସ୍ଥଳ ଓ ଆକାଶର ତତ୍ଵକୁ ଖୁବ ଗଭୀର ଭାବରେ ନିଜର କରି ତା ଭିତରେ ଜୀବନ କାଟିବାର ସ୍ଵପ୍ନ ସେ ଦେଖିଥିଲେ ପିଲାଦିନୁ ।  ଆଉ ନିଜର ଏଇ ସ୍ଵପ୍ନ କୁ ସାକାର କରିବା ପାଇଁ ଦିଲ୍ଲୀ ଇଉନିଭର୍ସିଟି ରେ MBA ପାଠ୍ୟକ୍ରମ ପରେ କିଛି ବର୍ଷର କର୍ପୋରେଟ ଚାକିରି, ଉଚ୍ଚ ପଦବୀ ଭଲ ଦରମା ଓ ଦିଲ୍ଲୀ ସହରର ଅତ୍ୟାଧୁନିକ ଜାକ ଜମକ ସବୁକିଛିକୁ ପଛରେ ପକାଇ ଦିନେ ନିଜ ଗାଁକୁ ଫେରିଆସିଥିଲେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନ ରେଣ୍ଡିଓ ଗାଁର ଝିଅ ସୀମା …

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
Our society needs people like Benudhar Swain who a Our society needs people like Benudhar Swain who are conscious of the forest and its relevance. The 86-years-old farmer is planting trees and promoting afforestation in his native place at Betanati block, Mayurbhanj. His life lies in trees and rears them just like his own children...If every one of us shares the same feeling as Benudhar, the mother earth can be saved from being BARREN...#SAVETREESSAVELIFE #GREEENINITIATIVE #GREENEARTHhttps://inspiringodisha.com/the-trees-are-giving-me-life/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
Tike Khusi is a way to pour happiness in the faces Tike Khusi is a way to pour happiness in the faces of people. Through the small initiative, Ranjan Kumar Patra Patra is creating a series of memory with a mere touch of surprise and happiness. And this work in return gives him immense contentment.A yoga teacher by profession and a cameraholic by passion only aim his work would able to curtail the amount of stress in the lives of people.📸#lighthousehttps://inspiringodisha.com/tike-khusi-the-gift-of-joy/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies